ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକାରୀ ନେଇ କଡ଼ା ସମାଲୋଚନା କଲେ
-୧୯୯୮ରେ ଭିତ୍ତି ପଡ଼ିଥିବା ପ୍ରକଳ୍ପ ୨୦୨୪ ପର୍ଯ୍ୟନ୍ତ ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି
-ତରବରିଆ ଭାବେ ଉଦ୍ଘାଟନ କରାଗଲା, ଚାଷୀ କେତେ ପାଣି ପାଉଛନ୍ତି
-ଘୋଡ଼ାକୁ ଘାସ ଦାୟିତ୍ବ ଦିଆଗଲେ, ଘାସ ସୁରକ୍ଷିତ ରହିବ କି?
-ଲୋୟର ସୁକତେଲ ନିର୍ମାଣ ପାଇଁ ଆସିଥିବା ଟଙ୍କା କୁଆଡ଼େ ଗଲା
-ପ୍ରକଳ୍ପ ଟଙ୍କାରେ କୋଠା, ଫ୍ଲାଟ, ଫାର୍ମ ହାଉସ, ଗହଣା କିଣାଗଲା
-ସେ ଭୁଲ୍ ଆମ ସରକାର କରିବନି, ଆମେ ଯାହା କହୁଛୁ, ତାହା କରିବୁ
-୨୪ ବର୍ଷ ହେଲା ବଲାଙ୍ଗିରକୁ ଅବହେଳା କରାଯାଇଛି କହିଲେ ମୋହନ