ରାଜଧାନୀର ଛାତି ଉପରେ ଖେଳୁଥିଲେ ଚୁନା ଲଗାଇବାର ଖେଳ। ହଜାରେ କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କା ଚୁନା ଲଗାଉଥିଲେ ଅତି ଚତୁରତାର ସହ। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ରାକେଟ୍। ବେଶଭୂଷା ଆଉ ହାବଭାବ ଦେଖିଲେ ମଧ୍ୟ କେହି ସନ୍ଦେହ କରୁନଥିଲେ। ଫସି ଯାଉଥିଲେ ମହାଠକେଇର ମାୟାଜାଲରେ। ଶେଷରେ ଉଭୟଙ୍କୁ ବାନ୍ଧିଛି ଇନଫୋସିଟି ପୁଲିସ। ବିଏନ୍ଏସ୍ ଧାରା ୩୧୮ (୪) ଅର୍ଥାତ ଠକେଇ, ୩୧୯(୨) ଜାଲ୍ ପରିଚୟ ଦେଇ ଠକିବା, ୩୧୯(୩) ଜଣଙ୍କ ଘରକୁ ବେଆଇନ ଭାବେ ପଶିବା…
ଝିପିଝିପି ବର୍ଷା ସହ କୋହଲା ପାଗରେ ବିଦାୟ ନେବ ପୁରୁଣାବର୍ଷ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିଜିପାରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା । ଝିପିଝିପି ବର୍ଷା ସହ କୋହଲା ପାଗରେ ବିଦାୟ ନେବ ପୁରୁଣାବର୍ଷ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିଜିପାରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା । ପଶ୍ଚିମା ଝଡ଼ ପ୍ରଭାବରେ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।…
ଜଳିଲା ଡ. ମନମୋହନ ସିଂଙ୍କ ଚିତା। ଗାର୍ଡ ଅଫ୍ ଅନର ଦିଆଯିବା ପରେ ନିଗମବୋଧ ଘାଟରେ ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବଶରୀର । ଶିଖ୍ ରୀତିନୀତି ଅନୁସାରେ ହୋଇଛି ମନମୋହନଙ୍କ ଶେଷକୃତ୍ୟ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବଶରୀର ଆର୍ମି ମେମୋରିଆଲ ଗାଡିରେ ନିଗମବୋଧ ଘାଟକୁ ନିଆଯାଇଥିଲା । ଆର୍ମି ଗାଡିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ଏହାସହ ମନମୋହନ ସିଂଙ୍କ ପରିବାର ଲୋକ ବି ଥିଲେ । ପରିବାର ଓ ପ୍ରଶଂସକଙ୍କ ଉପସ୍ଥିତିରେ ମନମୋହନଙ୍କ ଶେଷକୃତ୍ୟ…
କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏବେ ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପାଇ…
ସୁଭଦ୍ରା ଯୋଜନା ଓଡ଼ିଶା ରାଜ୍ୟରେ ସରକାର କେବଳ ମହିଳା ମାନଙ୍କ ପାଇଁ ଘୋଷଣା କରିଛନ୍ତି। କେବଳ…
ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା । ଭୁ-ରାଜନୈତିକ ଅସ୍ଥିରତା, ଆମେରିକା ଫେଡେରାଲ ରିଜର୍ଭର ସୁଧ…
ବରଗଡରେ ସ୍କ୍ରବ ଟାଇଫସ୍ ରୋଗ ବ୍ୟାପୁଛି। ସୋମବାର ସୁଦ୍ଧା ଜିଲାରେ ୩ଜଣ ସେଥିରେ ଆକ୍ରାନ୍ତ ମୃତ୍ୟୁ…
ଶ୍ରୀମନ୍ଦିର ରୋଷଶାଳାରେ ମାଟି କୁଡୁଆ ବଦଳରେ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ । ଏହାକୁ…
ଆଜି ବୈଠକରେ ୩ଟି ପ୍ରସ୍ତାବକୁ ମିଳିଛି କ୍ୟାବନେଟ୍ ମଞ୍ଜୁରୀ । ତେବେ ଗୋପାଳପୁର ବନ୍ଦରର ୯୫%…
ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ…
କନ୍ଦେଇଲାଣି ପିଆଜ। ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ଆକାଶ ଛୁଆଁ । କେଉଁଠି କିଲୋ…
ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି ଚାଷ ବିଲରେ ହୋଇଥିଲା ସୁନାର ଫସଲ। ହସୁଥିଲା କେଣ୍ଡା କେଣ୍ଡା ଧାନ । ମାତ୍ର…
Sign in to your account